Download Now Banner

This browser does not support the video element.

ଭଟଲି: ଭଟଲି ଦଧିବାମନ ମନ୍ଦିର ରେ  ଅନନ୍ତବ୍ରତ ଓ ଇନ୍ଦ୍ରପୁଜା ମହୋତ୍ସବ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ରେ ପ୍ରବଳ ଭିଡ।

Bhatli, Bargarh (Baragarh) | Sep 6, 2025
ଭଟଲି ଦଧିବାମନ ମନ୍ଦିର ରେ  ଅନନ୍ତବ୍ରତ ଓ ଇନ୍ଦ୍ରପୁଜା ମହୋତ୍ସବ ମହାପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ରେ ପ୍ରବଳ ଭିଡ।ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମନ୍ଦିର ପରିସର ରେ ପରମ୍ପରା କ୍ରମେ  ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅନନ୍ତବ୍ରତ ଓ ଇନ୍ଦ୍ରପୁଜା ମହୋତ୍ସବପାଳିତ ହୋଇଆସୁଛି।ଏହି ଅବସରରେ ଆଜି ଦିନ ୧୦ଟାରେ ଅନନ୍ତବ୍ରତ ଓ ଇନ୍ଦ୍ରପୁଜା ପୂଜା ମହୋତ୍ସବ ଆରମ୍ଭ କରାଯାଇଥିଲା।ଶ୍ରୀମନ୍ଦିରରେ ଦଧିବାମନ ମହାପ୍ରଭୁଙ୍କ ଦୈନିକ ପୂଜା ନୀତି, ପହଡ଼ଭଙ୍ଗ, ଦ୍ୱାରଫିଟାନୀତି ଠାରୁ ଆରମ୍ଭ ହୋଇ ଗୋପାଳ ବଲ୍ଲଭ ଭୋଗ ଲାଗି ହେବା ପରେ  ପୂଜା ମଙ୍ଗଳ ଆଳତୀ ହୋଇଥିଲା।
Read More News
T & CPrivacy PolicyContact Us