Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଗାନ୍ଧୀ ପାର୍କ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ

Baripada M, Mayurbhanj | Oct 2, 2025
ବାରିପଦାରେ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଗୁରୁବାର ସକାଳ ପ୍ରାୟ ୯ଟାରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିକ୍ଷା ବିଭାଗ ଓ ବାରିପଦା ପୌରପାଳିକା ପକ୍ଷରୁ ମିଳିତ ଭାବେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ଥିବା ମହାତ୍ମାଗାନ୍ଧୀ, ଲାଲବାହାଦୂର ଶାସ୍ତ୍ରୀ ଏବଂ କସ୍ତୁରବା ଗାନ୍ଧିଙ୍କ ପ୍ରତିର୍ମୂିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଏକ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ ହୋଇଥିଲା। ଯେଉଁଠାରେ ହିନ୍ଦୁ-ମୁସଲିମ-ଶିଖ ଏବଂ ଇସାଇ ଧର୍ମର ପବିତ୍ର ଗ୍ରନ୍ଥ ପାଠ କରାଯାଇଛି।
Read More News
T & CPrivacy PolicyContact Us