Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲା କନଫରେନ୍ସ ହଲରେ ନାରୀ ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ ପ୍ରବୃତ୍ତି ଉପରେ ଏକଦିନିଆ ସେମିନାର୍ ଆୟୋଜିତ

Balangir, Balangir | Aug 23, 2025
ବଲାଙ୍ଗୀର: ଜିଲ୍ଲାରେ ନାରୀ ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ଉପରେ ସଚେତନତା ଲାଗି ଏକଦିନିଆ ସେମିନାର୍ ଜିଲ୍ଲା କନଫରେନ୍ସ୍ ହଲ୍‌ରେ ଆୟୋଜିତ ହୋଇଛି। ହୋଇଥିବା ଏହି ସଭାରେ SJPU, CWPO ଓ WHDO ସହିତ ସମସ୍ତ WHD ପୁଲିସ୍‌ ଷ୍ଟେସନ୍‌ର ଅଧିକାରୀମାନେ ଯୋଗଦେଲେ। ଏହି ସଭାରେ ଅତିରିକ୍ତ ଏସ୍‌ପି ଗୁଣନିଧି ମଲ୍ଲିକ, ଡି‌ଏସ୍‌ପି କମଳ କୁମାର ପଣ୍ଡା, ଡି‌ଏସ୍‌ପି ତାରାବତୀ ପ୍ରଧାନ ଓ ଜ୍ୟୋତ୍ଷ୍ଣାରାଣୀ ବେହେରା ଉପସ୍ଥିତ ଥିଲେ। ସଭାରେ ସମ୍ପ୍ରତିର ଅପରାଧ ରୁପରେ ଆଲୋଚନା ହୋଇଥିବା ସହ, ନାରୀ ଓ ଶିଶୁଙ୍କ ସୁରକ୍ଷା ନେଇ ପ୍ରଶାସନର ପଦକ୍ଷେପକୁ ଜୋର ଦିଆଯାଇଛି।
Read More News
T & CPrivacy PolicyContact Us