Download Now Banner

This browser does not support the video element.

ଜୟପୁର: କୁନ୍ଦୁରା ବ୍ଲକଅଧ୍ୟକ୍ଷାବିରୁଦ୍ଧରେ ଅନାସ୍ଥା ଉପ ଜିଲ୍ଲାପାଳଙ୍କକାର୍ଯ୍ୟଳୟର ଦ୍ୱାରସ୍ତ, ବ୍ଲକ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦଉପାଧକ୍ଷଙ୍କ ସୂଚନା

Jeypore, Koraput | Aug 30, 2025
କୋରାପୁଟ ଜିଲା କୁନ୍ଦୁରା ରଞ୍ଚାୟତ ସମିତି ଅଧ୍ୟକ୍ଷା ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ପୁଣି ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ଅଭିଯୋଗ ହୋଇଛି । ଗତ ୮ ତାରିଖରେ ଅଭିଯୋଗ କରିଥିଲେ ବି ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆଯାଇ ନାହିଁ । ଏନେଇ ଆଜି ଦ୍ୱାରସ୍ଥ ହୋଇଛନ୍ତି । ପ୍ରଶାସନ କିଛି ପଦକ୍ଷେପ ନନେଲେ ଜିଲାପାଳଙ୍କ ଦ୍ୱାରସ୍ଥ ହେବୁ ତାପରେ ମଧ୍ୟ କିଛି ପଦ କ୍ଷେପ ନ ନେଲେ ସମସ୍ତ ଜନ ପ୍ରତିନିଧି ଇସ୍ତାଫା ଦେବାକୁ ଆଜି ଚେତାବନି ଦେଇଛନ୍ତି ।
Read More News
T & CPrivacy PolicyContact Us