Install App
tapanskn4308
This browser does not support the video element.
ଝାରପୋଖରିଆ: ସାରସ କଣା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଜିଲ୍ଲା ଉପସଭାପତି ସ୍ନେହାସିସ ହୋତା
Jharpokharia, Mayurbhanj | Oct 16, 2024
ଆଜି 7.30 ସମୟରେ ବିଜେଡି ସୁପ୍ରିମ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ସାରସ କୋଣାର ଜିଲ୍ଲା ଉପସଭାପତି ସ୍ନେହାସିସ ହୋତା। ଏହି ଅବସରରେ ବିଜେଡିର ଅନେକ ପ୍ରଶଂସକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ତାଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!