This browser does not support the video element.
ଗୋପାଳପୁର: ବ୍ରହ୍ମପୁର ରୁ ଗୋପାଳପୁର ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ସାଇକେଲ୍ ରେ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ
Gopalpur, Ganjam | Aug 24, 2025
ବ୍ରହ୍ମପୁର ପୋଲିସ ପକ୍ଷରୁ ସାଇକେଲ୍ ରେ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଫିଟ୍ ଇଣ୍ଡିଆ ଅଭିଯାନର ଏକ ଅଂଶ ସ୍ବରୂପ ସାଇକେଲ୍ ରେ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଏସପି ଡଃ ଶ୍ରବଣା ବିବେକ ଏମ୍ କଂ ନେତୃତ୍ୱରେ ୧୦ କନେଷ୍ଟବଲ, ଅନ୍ଯାନ୍ଯ ପୋଲିସ କର୍ମଚାରୀ ଏପରି ୩୦ ପୋଲିସ କର୍ମଚାରୀ ସାଇକେଲ୍ ରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ରୁ ବାହାରି ଗୋପାଳପୁର ଠାରେ ପହଞ୍ଚିଥିଲେ ।ପୁଣି ଗୋପାଳପୁର ଠାରୁ ବ୍ରହ୍ମପୁର ଫେରିଥିଲେ।