Download Now Banner

This browser does not support the video element.

ବଡଚଣା: ଚଣ୍ଡିଖୋଲ ଠାରେ ବିଶ୍ୱ ଏଡ଼ସ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

Badachana, Jajpur | Dec 1, 2024
ବିଶ୍ୱ ଏଡ଼ସ ଦିବସ ଅବସରରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ସଚେତନତା କାର୍ଯ୍ୟକ୍ରମ। ସ୍ଥାନୀୟ ଉଦୀୟମାନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ଶୋଭାଯାତ୍ରା ଚଣ୍ଡିଖୋଲ ବଜାର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ସଚେତନତା ସୃଷ୍ଟି କରିଥିଲେ।
Read More News
T & CPrivacy PolicyContact Us