Install App
pramodjagadev8
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ବଣେଇ ବ୍ଲକ ଅନ୍ତର୍ଗତ ବନେଇକେଲା ଗ୍ରାମ ପଂଚାୟତର ୪୨ବର୍ଷୀୟ ହରେକୃଷ୍ଣ ପାତ୍ର ଦୀର୍ଘ୨୦ ବର୍ଷପୂର୍ବେ, ଗାଁରୁନିଖୋଜ ହୋଇ ଥିବାପୁତ୍ର paribark
Raurkela M, Sundargarh | Sep 11, 2025
ସେପ୍ଟେମ୍ବର ୧୧ ତାରିଖ ସମୟ ପ୍ରାୟ ଅପରାହ୍ନ ୨ଟା ସମୟରେ ବାଣେଇଗଡ଼ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ପିଲ୍ଲେଙ୍କୁ ପାଖକୁ ହରେକୃଷ୍ଣ ପାତ୍ର ସାହାଯ୍ୟ ପାଇବା ପାଇଁ ସାକ୍ଷାତ କରିଥିଲା, ଉପଜିଲ୍ଲାପାଳ ହରେକୃଷ୍ଣର ଦୁଃଖଦ କାହାଣୀ ଶୁଣି ସାହାଯ୍ୟ କରିବା ବୋଲି ଆଶ୍ୱାସନା ଦେଲେ,
Share
Read More News
T & C
Privacy Policy
Contact Us
Your browser does not support JavaScript!