This browser does not support the video element.
ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଜଣେ ଅସାଧାରଣ ପ୍ରତିଭାଶାଳୀ ବ୍ୟକ୍ତି
Umarkote, Nabarangpur | Oct 10, 2025
ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଜଣେ ଅସାଧାରଣ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ବିଷୟରେ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ମଙ୍ଗୁଳୁ ନାମକ ଜଣେ ବ୍ୟକ୍ତି, ଯିଏ କି ଜନ୍ମରୁ ଅନ୍ଧ ସେ ଆଖିରେ ଦେଖିପାରନ୍ତି ନାହିଁ, କିନ୍ତୁ ଦିନ ବା ରାତି କହିବା ସହିତ ସଠିକ ସମୟ କହିବାରେ ତାଙ୍କର ଅପୂର୍ବ ଦକ୍ଷତା ତାଙ୍କୁ ଅସାଧାରଣ କରିଛି । ତାଙ୍କର ଏହି ଅଲୌକିକ ପ୍ରତିଭା ଦେଖି ମନ୍ଦିରକୁ ଆସୁଥିବା ଭକ୍ତମାନେ ଆଶ୍ଚର୍ଯ୍ୟଚକିତ ହୋଇଯାନ୍ତି। ସାଧାରଣ ଲୋକ ଯେଉଁଠାରେ ସମୟ ଅନୁମାନ କରିବାରେ ଅସୁବିଧା ଭୋଗନ୍ତି, ମଙ୍ଗୁଳୁ ସଠିକ ଭାବେ ସମୟ କହିଦିଅନ୍ତି।ପ୍ରତିଦିନ ସେ ଉମରକୋଟର ବିଭିନ୍ନ ମନ୍ଦିର ନିକଟରେ