Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ଦିନିକିଆ ଆଦି କର୍ମଯୋଗୀ ଅଭିଯାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିର।

Biramitrapur, Sundargarh | Sep 6, 2025
ନୂଆଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ଦିନିକିଆ ଆଦି କର୍ମଯୋଗୀ ଅଭିଯାନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିର ହୋଇଯାଇଛି। ନୂଆଗାଁ ବିଡ଼ିଓ ଜ୍ୟୋତି ବିକାଶ ଦାଶଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା। ଏଥିରେ ବୀରମିତ୍ରପୁର ତହସିଲଦାର ଗୌରୀ ନାଏକ ନୂଆଗାଁ ବିଇଓ ଏଇଇ ମହାଦେବ ମୁର୍ମୁ ନୂଆଗାଁ ବ୍ଲକ ଅଧ୍ଯକ୍ଷା ବିଶ୍ୱାସୀ ଟପ୍ନୋ ପି.ଆର.ଆଇ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଆଦି କର୍ମଯୋଗୀ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।
Read More News
T & CPrivacy PolicyContact Us