This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଦିଗଛିଆ ବଜାର ନିକଟରେ ମହିଳା ଙ୍କ ବେକରୁ ସୁନା ଚେନ ଛିନତାଇ, ମତ ରଖିଛନ୍ତି ଜସବନ୍ତ ବେହେରା
Bhadrak Rural, Bhadrak | Sep 2, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତା ଦିଗଛିଆ ବଜାର ନିକଟରେ ଜଣେ କରଞ୍ଜମାଳ ସବ୍ ସେଣ୍ଟର ସ୍ବାସ୍ଥ୍ୟ କର୍ମୀ ଙ୍କ ବେକରୁ ଦୃର୍ବୁତ୍ତ ଝାମ୍ପାନେଲେ ସୁନା ଚେନ, ଗତକାଲି ସଂଧ୍ୟାରେ ସ୍ବାମୀଙ୍କ ସହିତ ଭଦ୍ରକ ରୁ ଫେରୁଥିବା ସମୟରେ ଘଟିଛି ଅଘଟଣ ଆଜି ଦିନ ୧୨ ଘଟିକା ସମୟରେ ମତୋ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିଛନ୍ତି।ଖବର ପାଇ ମତୋ ଫାଣ୍ଡି ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।