Download Now Banner

This browser does not support the video element.

ବୌଦ୍ଧ ସଦର: ଡିମ୍ବିରୀଖୋଲ ଜଙ୍ଗଲରେ ବେଆନ ମଦ ତିଆରି ଆଡାରେ ଅବକାରୀ ଚଢ଼ାଉ ୨୫୦କେଜି ପୋଚ ସହିତ ୨୦ଲିଟର ମଦ ଜବତ କରି ନଷ୍ଟ

Baudh Sadar, Boudh (Bauda) | Aug 31, 2025
ଆଜି ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ବୌଦ୍ଧ ଅବକାରୀ ଥାନାର ପୋଲିସ ବେଆନ ଦେଶି ମହୁଲି ମଦ ତିଆରି ହେଉଥିବା ଜାଣି l ସକାଳ ପାଖପାଖି ୧୧.୩୦ ସମୟରେ ଡ଼ିମିରିଖୋଲ ଗ୍ରାମ ଜଙ୍ଗଲ ମଦ ତିଆରି ଆଡା ଉପରେ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ଆସାମୀ ଫେରାର ହୋଇଯାଇଥିବା ବେଳେ, ଘଟଣା ସ୍ଥଳରୁ ୨୫୦କେଜି ମହୁଲ ପୋଚ ସହିତ ୨୦ଲିଟର ରନ୍ଧା ମହୁଲି ମଦକୁ ଜବତ କରି ଘଟଣା ସ୍ତଲରେ ନଷ୍ଟ କରିଛନ୍ତି l ଏନେଇ ୯୬/୨୦୨୫-୨୬ରେ
Read More News
T & CPrivacy PolicyContact Us