This browser does not support the video element.
ଜଗତସିଂହପୁର: ଆଜି ଝୀମାଣି ବେହେରା ସାହିର ଜଣେ ମହିଳା ଙ୍କ ଲାଟିନ ଭିତରୁ ବିରଳ ପ୍ରଜାତିର 6 ଫୁଟ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପଧରାଳି ପ୍ରଭାତ ବେହେରା
Jagatsinghapur, Jagatsinghpur | Aug 24, 2025
ଆଜି ଝୀମାଣି ବେହେରା ସାହିର ଜଣେ ମହିଳା ଙ୍କ ଲାଟିନ ଭିତରୁ ବିରଳ ପ୍ରଜାତିର 6 ଫୁଟ ନାଗ ସାପ ଉଦ୍ଧାର ଆଜି ଝୀମାଣି ବେହେରା ସାହିର ଅନୁରାଧା ସେଠୀ ଙ୍କ ବାଡ଼ିରେ ଥିବା ଏକ ଲାଟିନ ଭିତରୁ ଗୋଟିଏ 6 ପୁଟ ର ନାଗ ସାପ ଶୁ ଶୁ ହେଇ ଗର୍ଜନ କରୁଥିଲା ଏହି ସମୟରେ ଅନୁରାଧା ଲାଟିନ ଯିବାବେଳେ ସାପଟି ଗୋଡେଇ ଆସିଲା ସେ ଭୟ ଭୀତ ହେଇ ଘର ଲୋକଙ୍କୁ ଡାକ ପକେଇଲା ଏତେ ବଡ ସାପକୁ ଦେଖି ଭୟରେ କୁଜଙ୍ଗର ଯୁବ ସାପ ଧରାଳି ପ୍ରଭାତ ବେହେରା ଓରଫ ବାବୁନି ବାବା ଙ୍କୁ ଫୋନ୍ କରିଥିଲେ ଫୋନ୍ କଲ୍ ପାଇବା ମାତ୍ରେ ବାବା ସଙ୍ଗେ ସଙ୍ଗେ ସହଯୋଗୀ ମଣିଷଙ୍କ ର ପରିଡ଼ା ଜ୍ୟୋତିରଂଜନ ମହାପାତ୍ର ରାଜା ପରିଡ଼ା ସୂର୍ଯ