Download Now Banner

This browser does not support the video element.

ଜଗତସିଂହପୁର: ଶିଆଳି ଓ ରାମତରା ନିକଟରେ ପୁଣି କୁଳ ଲଙ୍ଘିଲା ସମୁଦ୍ର

Jagatsinghapur, Jagatsinghpur | Sep 11, 2025
ଲଗାତାର ଚତୁର୍ଥ ଦିନ ପାଇଁ ପୁଣି ମାଡି ଆସିଲା ସମୁଦ୍ର । ଆଜି ମଧ୍ୟ ସକାଳ ୮ ଟା ସମୟରେ ସମୁଦ୍ର ପାଣି ମାଡ଼ି ଆସିଥିବା ଦେଖିବାକୁ ମିଳିଛି।ଜଗତସିଂହପୁର ଜିଲ୍ଲା ଶିଆଳି ଓ ରାମତରା ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର । ଫଳରେ ଜନବସତି ଆଡ଼କୁ ସମୁଦ୍ର ମାଡି ଆସିବା ସହିତ ରାମତରା, ଶିଆଳି ଓ କଳାବେଦି ଗାଁ ସମେତ ନିକଟସ୍ଥ ଚାଷ ଜମିରେ ଲୁଣି ପାଣି ମାଡ଼ି ଯାଇଛି । ସମୁଦ୍ରର ଏଭଳି ଉଗ୍ର ରୂପ ଦେଖି ତଟବର୍ତ୍ତୀ ଲୋକେ ଅଧିକ ଭୟଭୀତ ହୋଇ ପଡିଛନ୍ତି । ସମୁଦ୍ର କୁଳ ଲଙ୍ଘିବା ଫଳରେ ସେଠାରେ ଏକ ମୁହାଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us