Download Now Banner

This browser does not support the video element.

ଜଗତସିଂହପୁର: ଭୁତମୁଣ୍ଡାଇ ଅଞ୍ଚଳ ର ଜଣେ ନାବାଳିକା କୁ ଅପହରଣ ମାମଲା ରେ ମଦନ ପୁର ଅଞ୍ଚଳ ର ଅଭିଯୁକ୍ତ ଗିରଫ

Jagatsinghapur, Jagatsinghpur | Aug 21, 2025
ଭୁତମୁଣ୍ଡାଇ ଅଞ୍ଚଳ ର ଜଣେ ନାବାଳିକା କୁ ଅପହରଣ ମାମଲା ରେ ମଦନ ପୁର ଅଞ୍ଚଳ ର ଅଭିଯୁକ୍ତ ଗିରଫ l ସୂଚନା ମୁତାବକ ପାରାଦ୍ୱୀପ ଲକ ଥାନ ଅଞ୍ଚଳ ର ଭୁତ ମୁଣ୍ଡାଇ ଅଞ୍ଚଳ ର ନାବାଳିକା କୁ ଅପହରଣ ମାମଲା ରେ କେନ୍ଦୁଝର ମଦନପୁର ଅଞ୍ଚଳ ର ଅଭିଯୁକ୍ତ ନାରାୟଣ ଓଝା ଗିରଫ କରିଛି ପୋଲିସ l
Read More News
T & CPrivacy PolicyContact Us