This browser does not support the video element.
ବରଗଡ: ଭଟଲି ଛକ ସ୍ଥିତ ଓ ବିଭିନ୍ନ ସ୍ଥାନର ଦୋକାନ ଉପରେ ଚଢ଼ାଉ କଲା ଟାଉନ ପୋଲିସ
Bargarh, Bargarh (Baragarh) | Sep 4, 2025
ବରଗଡ଼ ର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କଲା ଟାଉନ ପୋଲିସ | ବରଗଡ ଜିଲାରେ ଦିନ କୁ ଦିନ ନିଶା କାରବାର ବଢିଚାଲିଥିବା ବେଳେ ଆଇନ ଶୃଙ୍ଖଲା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି l ଫଳରେ ଅପରାଧୀକ କାଯ୍ୟକଳାପ ବଢିଚାଲିଛି l ହତ୍ୟା, ଆତ୍ମହତ୍ୟା, ବଳାତ୍କାର, ଲୁଟମାର ଭଳି ଘଟଣା ସାମନା କୁ ଆସୁଛି l ତେବେ ଏହାକୁ ରୋକିବାକୁ ନେଇ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ମିଶନ (ଗଜ ) ନିଶା ବ୍ୟାପାରୀ ଓ ନିଶାଡି କୁ ଦମନ କରିବା ପାଇଁ ଚାଲିଛି ବିଭିନ୍ନ ଦୋକାନ ରେ ଚଢ଼ାଉ l ଗୁରୁବାର ଅପରାହ୍ନ 3 ଘଣ୍ଟା ସମୟରେ ବରଗଡ ର ପଂଚାୟତ କଲେଜ ପଡା, ଭଟଲି ଛକ, ଭଟଲି ରୋଡ଼ ଛକ, ହସ୍ପିଟାଲ ଛକ, ଥାନା ଛକ