Download Now Banner

This browser does not support the video element.

ବୀରମହାରାଜପୁର: ଉଲୁଣ୍ଡା ବ୍ଲକର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସରେ ମହାନ ଗଣପର୍ବ ନୂଆଁଖାଇ ପାଳିତ

Biramaharajpur, Subarnapur (Sonepur) | Aug 28, 2025
ଆଜି ହେଉଛି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ l ପଶ୍ଚିମ ଓଡ଼ିଶାରେ ଆନନ୍ଦ ଉଲ୍ଲାସ ସହିତ ନୂଆଖାଇ ପାଳନ ହେଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପୁରପଲ୍ଲୀରେ ଆଜି ମଧ୍ୟାହ୍ନ ପ୍ରାୟ 12ଟା 30ମିନିଟ ସମୟରେ ଆନନ୍ଦ ଉଲ୍ଲାସ ସହିତ ନୂଆଖାଇ ପାଳିତ ହୋଇଯାଇଛି l ପରମ୍ପରା କ୍ରମେ ଗ୍ରାମ୍ୟ ଦେବଦେବୀଙ୍କୁ ପୂଜାର୍ଚ୍ଚନା ପରେ ନବାନ୍ନ ଲାଗି କରାଯାଇଥିଲା l ପରେ ପ୍ରତ୍ୟେକ ପରିବାରରେ ନିଜ ଇଷ୍ଟ ଦେବିଙ୍କୁ ପୂଜାର୍ଚ୍ଚନା ସହ ନବାନ୍ନ ଲାଗି କରାଯାଇଥିଲା l ଏହିଆବସରୀ ଘରର ବାଇଯେଷ୍ଟ ବ୍ୟକ୍ତି ପରିବାରର ସମସ୍ତଙ୍କୁ ନବାଗ୍ନ ପ୍ରଦାନ କରିଥିଲେ l ପରେ ମୁଣ୍ଡିଆ ମରା ପର୍ବ ଅନ
Read More News
T & CPrivacy PolicyContact Us