This browser does not support the video element.
ସୋନପୁର: କାଦୋଦର ପଞ୍ଚାୟତ ସଭା ଗୃହରେ ପଞ୍ଚାୟତ ମାସିକ ବୈଠକ ଅନୁଷ୍ଠିତ
Sonapur, Subarnapur (Sonepur) | Aug 22, 2025
ବିରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତ ସଭା ଗୃହରେ ଆଜି ଅପରାହ୍ନ ପ୍ରାୟ 2ଟା ପର୍ଯ୍ୟନ୍ତ ପଞ୍ଚାୟତ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ପ୍ରିୟଙ୍କା ପ୍ରିୟର୍ଦଶାନୀ ପାଢ଼ୀ ସଭାପତିତ୍ବରେ ଆୟୋଜିତ ବୈଠକରେ ବୈଠକରେ ସିଏଫସି, ଏସଏସି,ଅନ୍ତୋଦତ୍ୟ ଗୃହ,ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆଦି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା ସହ ପଞ୍ଚାୟତ ତଥା ଗ୍ରାମାଞ୍ଚଳର ବିକାସ ଉପରେ ଆଲୋଚନା କରାଯାଇଥିଲା l ପ୍ରାରମ୍ଭରେ ପଂଚାୟତ ନର୍ବାହୀ ଅଧିକାରୀ ପୂର୍ବ ବୈଠକର ବବରନି ପଠନ କରିଥିଲେ l ବୈଠକରେ ପଞ୍ଚାୟତର ସସ୍ତ ୱାର୍ଡ ସଭ୍ୟ ସଭ୍ୟା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l