Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ବାରଙ୍ଗ ତ୍ରିଶୂଳିଆ ଟ୍ରାଫିକ ଛକ ଉପରେ କାର ଓ ଟ୍ରକ ମଧ୍ୟରେ ବୁ୍ଧବାର ଧକା ହୋଇଛି
Cuttack M Corp PS, Cuttack | Aug 27, 2025
ବାରଙ୍ଗ ତ୍ରିଶୂଳିଆ ଟ୍ରାଫିକ ଛକ ଉପରେ କାର ଓ ଟ୍ରକ ମଧ୍ୟରେ ବୁଧବାର ସନ୍ଧ୍ୟା ୭ ଟାରେ ଧକ୍କା ହୋଇଛି। ଉଭୟ ଗାଡି ଚାଳକଙ୍କ କିଛି କ୍ଷତି ହୋଇ ନଥିବା ବେଳେ ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି କାରଟି ଅଧିକ କ୍ଷତିଗ୍ରସ୍ତ ହୋଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!