This browser does not support the video element.
ଜଗତସିଂହପୁର: ବାଲିକୁଦା ପୋଲିସ କୁ ବଡ଼ ସଫଳତା,ନରସିଂହପୁର ଗ୍ରାମରେ ଚଢ଼ାଉ ବିପୁଳ ପରିମାଣ ର ଗଞ୍ଜେଇ ଜବତ ସହିତ ୩ ଲକ୍ଷ ଟଙ୍କା ଜବତ lm
Jagatsinghapur, Jagatsinghpur | Sep 13, 2025
ବାଲିକୁଦା ପୋଲିସ କୁ ବଡ଼ ସଫଳତା,ନରସିଂହପୁର ଗ୍ରାମରେ ଚଢ଼ାଉ ବିପୁଳ ପରିମାଣ ର ଗଞ୍ଜେଇ ଜବତ ସହିତ ୩ ଲକ୍ଷ ଟଙ୍କା ଜବତ l ଗଞ୍ଜେଇ ବେପାରୀ ଜଣଙ୍କ ହେଲେ, ବାଲିକୁଦା ଥାନା ନରସିଂହପୁର ଗ୍ରାମର ଭରତ କାଣ୍ଡି l ଭରତ କାଣ୍ଡି ଦୀର୍ଘ ଦିନ ହେବ ଗଞ୍ଜେଇ ବେପାର କରୁଥିବା ବେଳେ ନୂତନ sp ଙ୍କ ଅପରେସନ ପ୍ରହାର ରେ ବାଦ ପଡିଲାନି ଏହି ଗଞ୍ଜେଇ ବେପାରୀ l ବାଲିକୁଦା iic ସୁଶାନ୍ତ ସାହୁ ଙ୍କ ନିର୍ଦେଶ ରେ si ଅନ୍ତର୍ଯ୍ୟାମୀ ବିଶ୍ୱାଳ ଙ୍କ ନେତୃତ୍ୱ ରେ ଏକ ଟିମ ଭରତ କାଣ୍ଡି ଙ୍ ନରସିଂହପୁର ବାସ ଭବନ ରେ ଚଢ଼ାଉ କରିଥିଲା, ଆଉ ଅଭିଯୁକ୍ତ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଗିରଫ କରିଛି