Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ବାଲିକୁଦା ଥାନା ଅନ୍ତର୍ଗତ କଣିଆ ଈଶ୍ଵରପୁର ବଜାରରେ ଥିବା ନାରାୟଣୀ ଆସବାବପତ୍ର ଦୋକାନରୁ ଟଙ୍କା ଚୋରି ଘଟଣା ର ସିସି ଟିଭି ଫୁଟେଜ ଭାଇରାଲ
Jagatsinghapur, Jagatsinghpur | Sep 13, 2025
ବାଲିକୁଦା ଥାନା ଅନ୍ତର୍ଗତ କଣିଆ ଈଶ୍ଵରପୁର ବଜାରରେ ଥିବା ନାରାୟଣୀ ଆସବାବପତ୍ର ଦୋକାନରୁ ଟଙ୍କା ଚୋରି ଘଟଣା ର ସିସି ଟିଭି ଫୁଟେଜ ଭାଇରାଲ ସୂଚନା ମୁତାବକ ବାଲିକୁଦା ଥାନା ଅନ୍ତର୍ଗତ କଣିଆ ଈଶ୍ଵରପୁର ବଜାରରେ ଥିବା ନାରାୟଣୀ ଆସବାବପତ୍ର ଦୋକାନରୁ ଜଣେ ଯୁବକ ଦିନ ଦ୍ଵିପ୍ରହରେ ଦୋକାନରେ କେହି ନଥିବାର ସୁଯୋଗ ନେଇ ଦୋକାନ କ୍ୟାସ ମଧ୍ୟରୁ ୧୨ ହଜାରରୁ ଅଧଇକ ଟଙ୍କା ଚୋରି ହୋଇଥିବା ନେଇ ଦୋକାନ ମାଲିକ ଜାଣିବାକୁ ପାଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!