This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୪ ସ୍ଥିତ ରାଉରକେଲା କଲେଜରେ ସାଇବର କ୍ରାଇମ,ମହିଳା ଉତ୍ପୀଡ଼ନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Raurkela M, Sundargarh | Sep 3, 2025
ସେପ୍ଟେମ୍ବର ୩ତାରିଖ ମଧ୍ୟାହ୍ନ ୧୧ଟା ୩୦ ମିନିଟ ପାଖା ପାଖି ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ ଓ ରାଉରକେଲା ପୋଲିସ ମିଳିତ ଆନୁକୂଲ୍ୟରେ ସାଇବର କ୍ରାଇମ,ଯୌନ ଉତ୍ପୀଡ଼ନର ପ୍ରତିରୋଧ ଓ ଏହାର ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି, କଲେଜର ଅଧ୍ୟକ୍ଷ ଡ଼. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ଯୋଗ୍ୟ ଅଭିଯୋଗ କମିଟିର ମୁଖ୍ୟ ପ୍ରାଧ୍ୟାପିକା ଭାରତୀ ବରୁୱାଙ୍କ ଅବାହକତ୍ୱ ତଥା ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ.ପି.ଡ଼.ଶ୍ରାବଣୀ ନାୟକ ମୁଖ୍ୟଅତିଥି,ଡ଼ିଏସପି ଗୁରୁବାରି ହେମ୍ବ୍ର