Download Now Banner

This browser does not support the video element.

ମାଲକାନଗିରି: ମାଲକାନଗିରି ସଦର ମହକୁମାର ମୁଖ୍ୟ ଚିକିତ୍ସାଳୟର ଛିଡିଲା ଲିଫ୍ଟ,ଅଳ୍ପକେ ବର୍ତିଲେ ରୋଗୀଙ୍କ ସମ୍ପର୍କୀୟ, ମତ ରଖିଲେ ସିଡିଏମଓ

Malkangiri, Malkangiri | Sep 4, 2025
ମାଲକାନଗିରି ସଦର ମହକୁମାର ମୁଖ୍ୟ ଚିକିତ୍ସାଳୟର ଛିଡିଲା ଲିଫ୍ଟ। ଅଳ୍ପକେ ବର୍ତିଲେ ରୋଗୀଙ୍କ ସମ୍ପର୍କୀୟ।ଲିଫ୍ଟରେ କ୍ଷମତା ଠାରୁ ମାତ୍ରାଧିକ ଲୋକ ଥିବାରୁ ଛିଡ଼ିଲା ଲିଫ୍ଟ। ଏହି ଲିଫ୍ଟରେ ୧୦ରୁ ୧୨ ଜଣ ଯିବା ପାଇଁ କ୍ଷମତା ଥିବା ବେଳେ ୨୭ ଜଣ ଲୋକ ଲିଫ୍ଟରେ ଯାଉଥିବା ସମୟରେ ଛିଡିଲା ଲିଫ୍ଟ। ମେଡିକାଲ କତ୍ତୃପକ୍ଷ ସାଇରନ ବାଜିବା ପରେ ମାନୁଆଲି ଭାବେ ଲିଫ୍ଟ ଖୋଲି ଭିତରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ପ୍ରଥମ ଫ୍ଲୋରରୁ ଦ୍ଵିତୀୟ ଫ୍ଲୋରକୁ ଯାଉଥିବା ବେଳେ ଛିଡ଼ିଗଲା ଲିଫ୍ଟ, ଏନେଇ ମତ ରଖିଲେ ସିଡିଏମଓ ବ୍ରଜବନ୍ଧୁ ଦାସ।
Read More News
T & CPrivacy PolicyContact Us