Download Now Banner

This browser does not support the video element.

ବୌଦ୍ଧ ସଦର: ଜଡ଼ାପାଲ ଗ୍ରାମ ଜଙ୍ଗଲରେ ଚାଲିଥିବା ମହୁଲି ମଦ ତିଆରି ଜାଗାରେ ଅବକାରୀ ଚଢ଼ାଉ ୨୦୦କେଜି ପୋଚ ୨୫ଲିଟର ମଦକୁ ଜବତ କରି ନଷ୍ଟ

Baudh Sadar, Boudh (Bauda) | Sep 11, 2025
ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ବିଶେଷ ସୂତ୍ରରୁ ଖବର ପାଇ ଥିଲା ବୌଦ୍ଧ ଅବକାରୀ ପୋଲିସ ବୌଦ୍ଧ ଯେ, ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉସୁଣୀ ଥାନା ଅନ୍ତର୍ଗତ ଜଡ଼ାପାଲ ଗ୍ରାମରେ ଥିବା ଜଙ୍ଗଲରେ ଦେଶି ମହୁଲି ମଦ ରାନ୍ଧା ଯାଉଛି l ଆଜି ସକାଳ ପାଖାପାଖି ୧୧.୩୦ସମୟରେ ଜଡ଼ାପାଳ ଜଙ୍ଗଲ ଭିତରେ ଚାଲିଥିବା ମହୁଲି ମଦ ତିଆରି ଜାଗାରେ ଚଢ଼ାଉ କରିଥିଲା l ୨୦୦କେଜି ମହୁଲ ପୋଚ ଓ ରନ୍ଦା ମଦକୁ ଜବତ କରି ନଷ୍ଟ
Read More News
T & CPrivacy PolicyContact Us