Download Now Banner

This browser does not support the video element.

କଣ୍ଟାବାଞ୍ଜି: ଗୋଲାବନ୍ଧ ନରହରି ପଡ଼ାରେ ୫ ବର୍ଷ ୧୨ଟି ପରିବାରକୁ ମିଳୁନି ବିଦ୍ୟୁତ, ଅଜୟ ଦାସଙ୍କୁ ଜଣାଇଲେ ପଡା ବାସିନ୍ଦା

Kantabanji, Balangir | Aug 10, 2024
ଠେମରା ପଞ୍ଚାୟତ ଗୋଲାବନ୍ଦ ନରହରି ପଡାଛକରେ ୫ବର୍ଷ ହେଲା ରହି ଆସୁଛନ୍ତି ୧୨ଟି ପରିବାର ହେଲେ ପରିବାର କୁ ଏପର୍ଯ୍ୟନ୍ତ ମିଳିପାରିନାହିଁ ବିଦ୍ୟୁତ l
Read More News
T & CPrivacy PolicyContact Us