This browser does not support the video element.
ତାଳଚେର ସଦର: ତାଳଚେର ଶ୍ରମିକ ସଂଘଠନ ତରଫରୁ ସି ଏମ ଡ଼ି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
Talcher Sadar, Angul | Sep 18, 2025
ଗୁରୁବାର ସକାଳ ୧୦ ଘଟିକା ସମୟରେ ତାଳଚେର କୋଇଲା ଖଣିରେ କାର୍ଯ୍ୟରତ ଥିବା ଠିକା ଶ୍ରମିକ ସିକ୍ୟୁରିଟି ମାନଙ୍କ ୯ ଦଫା ଦାବିନେଇ CMD ଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ କୋଇଲା ଖଣି ମହାପ୍ରବନ୍ଧକଙ୍କ ଜରିଆରେ ଅନୁଗୋଳ ଜିଲ୍ଲା INTUC ଏବଂ OCMS ତରଫରୁ ମିଳିତ ଭାବେ ଏକ ଦାବିପତ୍ର ଦିଆଗଲା।