Download Now Banner

This browser does not support the video element.

ଧାମନଗର: କରଦା ସ୍ଥିତ ପି ସି ହାଇସ୍କୁଲ ଓ ଉପ୍ରା ବିଦ୍ୟାଳୟ ର ତାଲା ଭାଙ୍ଗି ଚୋରୀ। ଥାନା ରେ ଅଭିଯୋଗ।

Dhamanagar, Bhadrak | Apr 12, 2024
କରଦାସ୍ଥିତ ପି ସି ହାଇସ୍କୁଲ ଓ ଉ.ପ୍ରା ବିଦ୍ୟାଳୟରୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସ୍କୁଲର ତାଲା ଭାଙ୍ଗି ବିଭିନ୍ନ ସରକାରୀ କାଗଜପତ୍ର ସହ ସ୍କୁଲ ସାମଗ୍ରୀ ଚୋରାଇ ନେଇଛନ୍ତି। ଏନେଇ ଶୁକ୍ରବାର ସକାଳେ ସ୍କୁଲ ଖୋଲିବା ବେଳେ ତାଲା ଭଙ୍ଗା ଦେଖି ପ୍ରଧାନ ଶିକ୍ଷକ ନିରଞ୍ଜନ ପଣ୍ଡା ଧାମନଗର ଥାନାରେ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us