Download Now Banner

This browser does not support the video element.

ଲକ୍ଷ୍ମୀପୁର: ନାରାୟଣପାଟଣା ଠାରେ ଗୋ ଚାଷୀମାନଙ୍କ ନିମନ୍ତେ ଉପଖଣ୍ଡ ସ୍ତରୀୟ ତୃଣ ଉନ୍ନୟନ ପ୍ରଶିକ୍ଷଣ ଶିବିର ଉଦଯାପିତ

Lakshmipur, Koraput | Sep 6, 2025
ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣା ଠାରେ ଗୋ ଚାଷୀମାନଙ୍କ ପାଇଁ ଉପଖଣ୍ଡ ସ୍ତରୀୟ ତୃଣ ଉନ୍ନୟନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ୫ ତାରିଖ ଓ ୬ ତାରିଖ ଧରି ପ୍ରଶିକ୍ଷଣ ଶିବିର ହୋଇଯାଇଛି। ମୂଖ୍ଯ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ବନ୍ଧରେ ଆଲୋଚନା ହେବା ସହ ଚାଷୀଙ୍କୁ ବିଭିନ୍ନ ଚାଷ ସମ୍ବନ୍ଧରେ ଅବଗତ କରାଯାଇଥିବା ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ ଅପରାହ୍ନ ୪ଟା ସମୟରେ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us