Install App
raj.basant2001
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ରେଲୱେ ଷ୍ଟେସନ ଠାରେ ସହରରେ ପ୍ରବଳ ଶୀତ ଲହରୀକୁ ଦୃଷ୍ଟିରେ ରଖି ଆରଏମସି ତରଫରୁ ନିୟୋଜିତ
Raurkela M, Sundargarh | Dec 10, 2024
ଆଜି ମଙ୍ଗଳବାର ଦିନ ସନ୍ଧ୍ୟା ୭ଘଟିକା ସମୟରେ ରାଉରକେଲା ରେଲୱେ ଷ୍ଟେସନ ଠାରେ ସହରରେ ପ୍ରବଳ ଶୀତ ଲହରୀକୁ ଦୃଷ୍ଟିରେ ରଖି ଆରଏମସି ତରଫରୁ ନିୟୋଜିତ ଆଶ୍ରୟ ସାଥୀମାନେ ରାସ୍ତା କଡ଼, ରେଲୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ ଆଦି ବିଭିନ୍ନ ସ୍ଥାନରେ ରାତି ବିତାଉଥିବା ଲୋକଙ୍କୁ ଉଦ୍ଧାର କରି ଆଶ୍ରୟ ସ୍ଥଳରେ ପହଞ୍ଚାଉଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!