This browser does not support the video element.
ଜି ଉଦୟଗିରି: ଜି ଉଦୟଗିରି ଇଣ୍ଡୋର ଷ୍ଟାଡିଅମ ରେ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ରେ କଳିଙ୍ଗା ର ଅନଭେସ ଯୋଡି ଚମ୍ପିୟାନ
G Udayagiri, Kandhamal | Aug 31, 2025
ଜି ଉଦୟଗିରି ଇଣ୍ଡୋର ଷ୍ଟାଡିଅମ ରେ ଅନୁଷ୍ଠିତ ଦୋଇଥିବା ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ରେ କଳିଙ୍ଗା ର ଅନଭେସ ଯୋଡି ଚମ୍ପିୟାନ ହୋଇଥିବା ବେଳେ ଜି ଉଦୟଗିରି ର ପ୍ରମୋଦ ଯୋଡି ରନର୍ସ ଅପ ହୋଇଛନ୍ତି। ଜି ଉଦୟଗିରି, ଟିକାବାଲି, ରାଇକିଆ, ଚକାପାଦ ଆଦି ଅଞ୍ଚରୁ ଅଠରଟି ଦଳ ଭାଗ ନେଇ ଥିବା ବେଳେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ ଏହାକୁ ଉଦଘାଟନ କରିଥିଲେ। ଉଭୟ ଚମ୍ପିୟାନ ଏବଂ ରନର୍ସ ଅପ ଦଳକୁ ସମ୍ମାନିତ କରାଯଇଥିଲା। ଖେଳ କୁ ପ୍ରଫୁଲ ରାଉତ, କିସନ ପ୍ରଧାନ, ଶିବରାମ ପାତ୍ର, ରାଜବୀର ପ୍ରଧାନ ପରିଚାଳନା କରିଥିଲେ।