Download Now Banner

This browser does not support the video element.

ବଲାଙ୍ଗୀର: ମାୟା ବରହା ଗ୍ରାମରେ ନାବାଳିକା ପ୍ରେମିକାଙ୍କ ତଣ୍ଟିକାଟି ବିଷ ପିଇଦେଲେ ପ୍ରେମିକ ଗୁରୁତର ଭାବେ ଭୀମ ଭୋଇ ମେଡ଼ିକାଲ୍ ରେ ଭର୍ତ୍ତି

Balangir, Balangir | Aug 22, 2025
ନାବାଳିକା ପ୍ରେମିକାଙ୍କ ତଣ୍ଟିକାଟି ବିଷ ପିଇଦେଲେ ପ୍ରେମିକ" ବଲାଙ୍ଗିର ସଦର ଥାନା, ନାବାଳିକାକୁ ତଣ୍ଟିକଟା ଘଟଣାରେ ନୁଆଁ ଟ୍ଵିଷ୍ଟ | ନାବାଳିକାଙ୍କ ତଣ୍ଟିକାଟି ନିଜେ ବିଷ ପିଇଦେଲେ ପ୍ରେମିକ | ତଣ୍ଟିକାଟୁ ପ୍ରେମିକ ଜଣକ ଲରମ୍ଭା ଥାନା ପଣ୍ଡ୍ରିପାଏନ ଗାଁର ହଳଧର ବରିହା ବୋଲି ଜଣାପଡିଛି | ହଳଧର ବଲାଙ୍ଗିର ସଦର ଥାନା ମାୟାବର୍ହା ଗାଁର ନିଜ ସମ୍ପର୍କୀୟ ଜଣେ ନାବାଳିକାକୁ ପ୍ରେମ କରୁଥିଲା | ଗତକାଲି ରାତିରେ ମାୟାବର୍ହାର ନିଜ ସମ୍ପକ୍ରିୟ ଘରକୁ ଯାଇଥିଲା ପ୍ରେମିକ ପ୍ରବର | ଆଜି ସକାଳୁ ଘରେ କେହି ନଥିବା ସମୟରେ ନାବାଳିକାଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା |
Read More News
T & CPrivacy PolicyContact Us