Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ର ଅବକାରୀ ଫ୍ଲାୟୀଙ୍ଗ ସ୍କୁର୍ଡ ଅଶୋକ ନଗର ଅଞ୍ଚଳରେ ଚଢ଼ାଉ କରି ଜଣେ ବ୍ରାଉନ ସୁଗର ବେପାରୀକୁ ବୁଧବାର ଗିରଫ କରିଛି

Cuttack M Corp PS, Cuttack | Sep 10, 2025
କ୍ୟାପିଟାଲ ଥାନା ଅନ୍ତର୍ଗତ ଷ୍ଟୁଡିଓ ଛକ ରେ ନିଶା କାରବାର କରିବା ଅଭିଯୋଗରେ କଟକ ର ଅବକାରୀ ଫ୍ଲାୟିଙ୍ଗ ସ୍କ୍ୱାର୍ଡ ଅଶୋକ ନଗର ଅଞ୍ଚଳରେ ବୁଧବାର ଦିନ ୪ଟାରେ ଚଢ଼ାଉ କରି ଜଣେ ବ୍ରାଉନ ସୁଗର ବେପାରୀ କୁ ଗିରଫ କରିଛି, ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି , ଏ ନେଇ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ପକ୍ଷରୁ ସୂଚନା ଦିଆ ଯାଇଛି
Read More News
T & CPrivacy PolicyContact Us