Download Now Banner

This browser does not support the video element.

ସତ୍ୟବାଦୀ: ଶ୍ରୀରାଧା ଅଷ୍ଟମୀ ଉପଲକ୍ଷେ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ତ୍ରିଦିବସୀୟ ପଞ୍ଚକୁଣ୍ଡୀୟ ବିଶ୍ୱ ଶାନ୍ତି ମହାଯଜ୍ଞ ଆରମ୍ଭ

Satyabadi, Puri | Sep 9, 2024
ଶ୍ରୀରାଧାଷ୍ଟମୀ ବା ଶ୍ରୀରାଧା ଜନ୍ମୋତ୍ସବ ପାଇଁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସିଂହଦ୍ୱାର ଭଜନ କମିଟି ଆଜି ସକାଳ ୧୦ଟାରୁ ତ୍ରୀଦିବସୀୟ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ କଳସ ଯାତ୍ରା, ଘଟ ସ୍ଥାପନ, ଅଗ୍ନି ସଂସ୍ଥାପନ ଆଦି କରାଯାଇଛି। ଆଜି ଦିନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ଚିତ୍ରାଙ୍କନ, ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ଆଦି ପ୍ରତିଯୋଗୀତା କରାଯିବ। ସନ୍ଧ୍ୟା ୭ଟାରେ ସଭାକାର୍ଯ୍ୟ ଓ ୮ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
Read More News
T & CPrivacy PolicyContact Us