Download Now Banner

This browser does not support the video element.

ବସ୍ତା: ବିପଦ ସଙ୍କେତ ତଳକୁ ଖସିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ଆଠବାଟିଆ ଗ୍ରାମରେ ବନ୍ୟା ପାଣି

Basta, Balasore | Aug 27, 2025
ବିପଦ ସଙ୍କେତ ତଳକୁ ଖସିଲା ସୁବର୍ଣ୍ଣରେଖା ନଦୀ ର ଜଳସ୍ତର, ଉପରମୁଣ୍ତ ଜଳସ୍ତର କମୁଥିବା ବେଳେ ତଳିଆ ଅଞ୍ଚଳ ଲୋକ ଙ୍କ ଦୁର୍ଦ୍ଦଶା ବଢିଛି, ଏବେ ବି ଶତାଧିକ ଗାଂଆ ପାଣି ଘେରରେ ଥିବା ବେଳେ ଚାଷ ଜମି ରେ ଲହଡି ମାରୁଛି ବନ୍ଯା ପାଣି, ଯାହା ଫଳରେ ଲୋକେ ନାଂହି ନଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି,ଗାଲୁଡିହି ବ୍ଯାରେଜ ରୁ 5 ହଜାର କ୍ଯୁସେକ ପାଣି ଛଡା ଯିବା ଯୋଗୁଂ ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀ ରେ ଷଷ୍ଠ ଥର ପାଂଇ ବନ୍ଯା ଆସିଛି, ଆଜି ଆଠବାଟିଆ ଗ୍ରାମରେ ବନ୍ୟା ପାଣି ପ୍ରବେଶ କରିଥିଲା
Read More News
T & CPrivacy PolicyContact Us