Download Now Banner

This browser does not support the video element.

ଜୟପୁର: ଜୟପୁର ସ୍ଥିତ ସ୍ୱତନ୍ତ୍ର କାରାଗାର ପରିଦର୍ଶନ କଲେ  କୋରାପୁଟ ଏସପି ରୋହିତ ବର୍ମା ଟାଉନ ଥାନାରେ ଦେଲେ ଗଣ ମଧ୍ୟମ କୁ ଦେଲେ ସୂଚନା

Jeypore, Koraput | Aug 24, 2025
ଜୟପୁର ସ୍ଥିତ ସ୍ୱତନ୍ତ୍ର କାରାଗାର ପରିଦର୍ଶନ କଲେ  କୋରାପୁଟ ଏସପି ରୋହିତ ବର୍ମା ।  ଏନେଇ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଜୟପୁର ଟାଉନ ଥାନା ରେ ଗଣ ମାଧ୍ୟକୁ ସୁଚନା ଦେଲେ ଏସପି । ଏହି ସମୟରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।
Read More News
T & CPrivacy PolicyContact Us