This browser does not support the video element.
ଛତ୍ରପୁର: ବ୍ରହ୍ମପୁର MKCG ମେଡିକାଲରୁ ରୋଗୀଙ୍କ ମୋବାଇଲ ସହ ୯ ହଜାର ଟଙ୍କା ଚୋରି ଅଭିଯୋଗ
Chhatrapur, Ganjam | Aug 27, 2025
ବ୍ରହ୍ମପୁର MKCG ମେଡିକାଲରୁ ଚୋରୀ ।ରୋଗୀଙ୍କ ଠାରୁ ମୋବାଇଲ ସହ ୯ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ବୁଧବାର ପୂର୍ବାହ୍ନରେ ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି ରୋଗୀ। ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଆସିଥିବା ଗଜପତି ଜିଲ୍ଲା ଆର ଉଦୟଗିରିର ୬୫ବର୍ଷ ବୟସ୍କ ସନ୍ତୋଷ କୁମାର ଦାସଙ୍କ ୯୦୦୦ ଟଙ୍କା ସହ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି।