Download Now Banner

This browser does not support the video element.

କଟକ ପୌରାଞ୍ଚଳ: କଟକ ସଦର ଥାନା ଅଧିକାରୀ ଭାବେ ସୋମବାର ଯୋଗଦେଲେ ତୁଷାର କାନ୍ତ ସେଠି, ୪୨ ମୌଜା ଥାନା ଅଧିକାରୀ ଭାବେ ଓମ୍ ପ୍ରକାଶ ମହାନ୍ତି

Cuttack M Corp PS, Cuttack | Sep 1, 2025
ସୋମବାର ସନ୍ଧ୍ୟା ୬ଟାରେ କଟକ ସଦର ଥାନା ଅଧିକାରୀ ଭାବେ ତୁଷାର କାନ୍ତ ସେଠି ଯୋଗ ଦେଇଛନ୍ତି, ସେ ଭୁବନେଶ୍ଵର ରେ କାର୍ଯ୍ୟରତ ଥିଲେ, ସେହିପରି କଟକ ସଦର ଥିବା ଓମ୍ ପ୍ରକାଶ ୪୨ ମୌଜା ଥାନାକୁ ବଦଳି ହେବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି
Read More News
T & CPrivacy PolicyContact Us