Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣି କେବି ହିଷ୍ଟ କଲେଜରେ ମାଇ ଭାରତ ତରଫରୁ ବିଶ୍ବ ଯୁବ ଦକ୍ଷତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି,

Phulabani Town, Kandhamal | Jul 15, 2025
ଫୁଲବାଣି କେବି ହିଷ୍ଟ କଲେଜରେ ମାଇ ଭାରତ ତରଫରୁ ବିଶ୍ବ ଯୁବ ଦକ୍ଷତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଉକ୍ତ କାଯ୍ଯକ୍ରମ ଟି ମଙ୍ଗଳବାର ଦିନ 12ଘଣ୍ଟିକା ରୁ ଆରମ୍ଭ ହଇ ଅପରାହ୍ନ 4ଘଣ୍ଟିକା ପଯ୍ୟନ୍ତ ଚାଲୁ ରହିଥିଲା ଫୁଲବାଣୀଠାରେ ବିଶ୍ଵ ଯୁବ ଦକ୍ଷତା ଦିବସ କାର୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ କେ ବି ହିଷ୍ଟ୍ସ କଲେଜ ର ଅଧକ୍ଷ ଅନିଲ କୁମାର ଚୌଧୁରୀ ଯୋଗ ଦେ ଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶିକ୍ଷାବିତ୍ ନବ କିଶୋର ରଥ, ଅଧ୍ୟାପିକା ସୁରଭିବl ଲା ପାଣିଗ୍ରାହୀ, ପ୍ରତିମା କୁମାରୀ ପଣ୍ଡା, ଅକ୍ଷୟ କୁମାର୍ ଦାସ
Read More News
T & CPrivacy PolicyContact Us