This browser does not support the video element.
ନୂଆପଡା: ଖରୀଆର ରୋଡ ସହର ରେ ଏସିଡ ମାଡ ପୀଡ଼ିତ ଙ୍କ ସହାୟତା ପାଇ ଆଇନ ଉପରେ ସଚେତନତା ପଥ ପ୍ରାନ୍ତ ନାଟକ
Nuapada, Nuapada | Sep 26, 2025
ଆଜି ଦିନ ଦଶଟା ସମୟରେ ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ସହର ଧର୍ମଶାଳା ନିକଟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏସିଡ ମାଡ ପୀଡ଼ିତ ଙ୍କୁ ସହାୟତା ନେଇ ଥିବା ଆଇନ ଉପରେ ସଚେତନତା ପାଇଁ ଏକ ପଥ ପ୍ରାନ୍ତ ନାଟକ ଆୟୋଜନ କରାଯାଇଥିଲା।ଏଥିରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ ପ୍ରାଧିକରଣ ର ସଚିବ ନବନିତା ଦାସ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର ଖରୀଆର ରୋଡ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ କମଲାସନ ରଥ ପ୍ରମୁଖ ଉପସ୍ଥିତ ଥିଲେ