Download Now Banner

This browser does not support the video element.

ଜଳେଶ୍ବର: ସୁବର୍ଣ୍ଣରେଖାରେ ବାରମ୍ବାର ବନ୍ୟା ଆସିବା ଯୋଗୁଁ ବନ୍ୟା ଉଜାଡି ଦେଇଛି ଜୀବନ ଜୀବିକା, ଖାଲିନା ପଞ୍ଚାୟତ ରେ ଚାଷ ଜମିରେ ଲହଡି ମାରୁଛି ପାଣି

Jaleswar, Balasore | Aug 30, 2025
ସୁବର୍ଣ୍ଣରେଖା ରେ ବାରମ୍ବାର ବନ୍ୟା ଉଜାଡି ଦେଇଛି ଉତ୍ତର ବାଲେଶ୍ୱର ର ଚାଷୀ ଙ୍କର ଜୀବନ ଜୀବିକା,ଦୁଇ ଥର ତଳି ଘେରା ନଷ୍ଟ ହେବା ପରେ ଉତ୍କଟ ମୂଲ୍ୟ ଦେଇ ବିଭିନ୍ନ ସ୍ଥାନରୁ ବିହନ ସଂଗ୍ରହ କରି ଜମି ରୋଇ ଚାଷୀ ପୁଣି ଅଣ୍ଟା ସଳଖି ବାକୁ ଚେଷ୍ଟା କରୁଥିବା ବେଳେ ସୁବର୍ଣ୍ଣରେଖା ର ଷଷ୍ଠ ବନ୍ୟା ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗି ଦେଇଛି। ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ। ତେବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଖାଲିନା ପଞ୍ଚାୟତରେ ହେକ୍ଟର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଲହଡି ହୋଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us