Download Now Banner

This browser does not support the video element.

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାରେ ସୋମବାର ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ନେଇ ଅରେଞ୍ଜ ୱାର୍ଣିଂ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର

Lakshmipur, Koraput | Aug 31, 2025
କୋରାପୁଟ ଜିଲ୍ଲାରେ ସୋମବାର ସକାଳ ୮.୩୦ ପର ଠାରୁ ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି। ଏନେଇ ରବିବାର ଅପରାହ୍ନ ୪ଟା ସମୟରେ କୋରାପୁଟ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି। ସୋମବାର ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ କିଛି କିଛି ସ୍ଥାନରେ ଝଡ଼ ତୋଫାନ ସମ୍ଭାବନା ରହିଥିବାର ସୂଚନା ରହିଛି।
Read More News
T & CPrivacy PolicyContact Us