Download Now Banner

This browser does not support the video element.

ଧର୍ମଗଡ: ମଦ ବନ୍ଦ ପାଇଁ କୋକସରା ଥାନା ର ଦ୍ୱାରସ୍ତ ହେଲେ ସଚେତନ ମାଝୀଗୁଡା ଯୁବକ ସଙ୍ଘ,ଗାଁରେ ମଦ ବନ୍ଦ ସହ ପହରା ଦେଉଛନ୍ତି ଯୁବଗୋଷ୍ଠୀ।

Dharamgarh, Kalahandi | Sep 11, 2025
କୋକସରା ବ୍ଲକ ମାଝୀଗୁଡା ଗାଁରେ ବେଇଆନ ମଦ ବିରୋଧୀ ଆନ୍ଦୋଳନ ଜାରି କରି ଗାଁ ରେ ବେଆଇନ ମଦ କୋଠି କୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି। କିଛି ଅସାଧୁ ମଦ ମାଫିଆ ମାନେ ହାତରନ୍ଧା ଦେଶୀ ମଦ ଆଣି ଚୋରା ରେ ଗାଁ ରେ ବିକ୍ରି କରୁଥିବା ନେଇ ନେତାଜୀ ଯୁବକ ସଙ୍ଘ ଖବର ପାଇ ଗୁରୁବାର ରାତ୍ର ୭ ଟା ରେ ଗାଁ ନିକଟରେ ଜୈନିକ ମଦ ବେପାରୀ ଙ୍କ ଉପରେ ଚଢ଼ାଉ କରିଥିଲେ।
Read More News
T & CPrivacy PolicyContact Us