Install App
arunkshadangi40
This browser does not support the video element.
ଜି ଉଦୟଗିରି: ଟିଆଙ୍ଗିଆ ଗ୍ରାମର ସୂର୍ଯ୍ୟ କାନ୍ତ ପ୍ରଧାନ ଦାଦନ ଖଟିବାକୁ କେରଳ ରେ ନିଖୋଜ ହୋଇଥିଲେ, ମୃତ ଦେହ ଉଦ୍ଧାର ପୋଲିସ କରିଛି
G Udayagiri, Kandhamal | Sep 3, 2025
ଟିଆଙ୍ଗିଆ ଗ୍ରାମର ସୂର୍ଯ୍ୟ କାନ୍ତ ପ୍ରଧାନ ଦାଦନ ଖଟିବାକୁ କେରଳ ରାଜ୍ୟ କୁ ଯାଇଥିଲେ।କିନ୍ତୁ କିଛି ଦିନ ତଳେ ସେ ନିଖୋଜ ହୋଇ ଯାଇଥିବାର ଅଭିଯୋଗ ହୋଇଥିଲା।କିନ୍ତୁ କେରଳ ପୋଲିସ ଏକ ବ୍ରିଜ ତଳରୁ ସୂର୍ଯ୍ୟ କାନ୍ତ ଙ୍କ ମୃତ ଦେହ ଉଦ୍ଧାର କରିଥିବାର ଜଣା ପଡିଛି।ମୃତ ଖବର ପାଇ ଏହି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।ଘରେ କେବଳ ତାଙ୍କ ବୁଢ଼ୀ ମାଆ ଅଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!