Download Now Banner

This browser does not support the video element.

ତିର୍ତ୍ତୋଲ: କନକପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନମିତା ରାଉଳଙ୍କ ପରିବାରକୁ ଦାଦାବଟି ଧମକ ସହ ଘର ଜାଳିଦେବା ଲାଗି ଧମକ ଦିଆଯାଉଥିବା ଅଭିଯୋଗ

Tirtol, Jagatsinghpur | Apr 18, 2024
ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ନମିତା ରାଉଳଙ୍କ ପରିବାରକୁ ଦାଦାବଟି ଧମକ ସହ ତାଙ୍କ ଘର ଜାଳିବା ଲାଗି ଧମକ ଦିଆଯାଉଥିବା ଥାନାରେ ଅଭିଯୋଗ ହୋଇଛି। ତାଙ୍କ ସ୍ବାମୀ ଘରେ ନଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଏହି ଧମକ ଦେଇଥିବା ସେ ଅଭିଯୋଗ ରେ ଦର୍ଶାଇଛନ୍ତି। ଏହି ଘଟଣାରେ ଥାନାରେ ୧୮୭/୨୪ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us