Download Now Banner

This browser does not support the video element.

ବୀରମହାରାଜପୁର: ଅମୂର୍ଡ଼ା ହରିଜନ ପଡ଼ାରୁ ଜଣେ ବ୍ୟକ୍ତିଙ୍କ ଘରୁ ବିଷଧର ନାଗସାପ ଉଦ୍ଧାର

Biramaharajpur, Subarnapur (Sonepur) | Sep 11, 2025
ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଅମୂର୍ଡ଼ା ହରିଜନ ପଡ଼ାର ଜଣେ ବ୍ୟକ୍ତିଙ୍କ ଘରୁ ଏକ ବିଷଧର ନାଗସାପକୁ ଆଜି ସକାଳ ପ୍ରାୟ 9ଟା ସମୟରେ ଉଦ୍ଧାର କରାଯାଇଛି l ସୂଚନା ଉକ୍ତ ଗ୍ରାମର ବୃନ୍ଦାବନ ମହାନନ୍ଦ ଙ୍କ ଘରକୁ ଏକ ବିଷଧର ନାଗସାପ ପଶି ଆସିଥିଲା l ଫଳରେ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ l ତୁରନ୍ତ ସାପ ଧରାଲି ଯୁଗଳ ମହାକୁରଙ୍କୁ ଖବର ଦେଇଥିଲେ l ଖବର ପାଇ ସାପ ଧରାଳି ଯୁଗଳ ପହଞ୍ଚି ନାଗ ସାପକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିକଟ ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡିଛି l
Read More News
T & CPrivacy PolicyContact Us