This browser does not support the video element.
କାକଟପୁର: ପୁଅ ମୃତ୍ୟୁ ପରେ ଥାନା ସାମ୍ନାରେ ନ୍ୟାୟ ଅପେକ୍ଷା ରେ ବୃଦ୍ଧ ବାପା
Kakatpur, Puri | Sep 13, 2025
Breking Slug :-ପୁଅର ମୃତ୍ୟୁ ୧୧ଦିନ ବିତିଲା ପରେ ପୋଲିସ ତଦନ୍ତ ସନ୍ଦେହ କରି ଥାନା ଫାଟକ ସାମ୍ନାରେ ବୃଦ୍ଧ ବାପା ନ୍ୟାୟ ଅପେକ୍ଷା ରେ Anchor :-ପୋଲିସ ତଦନ୍ତ ସନ୍ଦେହ ଘେରରେ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଂଚଳରେ ଗତ ୪ତାରିଖ ରେ ଝୁଲନ୍ତା ଅବସ୍ଥାରେ ୨୬ବର୍ଷୀୟ ଯୁବକ ଙ୍କ ମୃତ ଦେହ ଉଦ୍ଧାର ପରେ ଏକ ମାତ୍ର ପୁଅକୁ ହରାଇ ବାପା ବେସାହାରା ପାଲଟି ଯାଇଛି। ନ୍ୟାୟ ପାଇଁ ଦୌଡ଼ି ଦୌଡ଼ି ଏବେ ନ୍ୟାୟ ଅପେକ୍ଷା ରେ ଅସ୍ତରଙ୍ଗ ଥାନା ଫାଟକ ସାମ୍ନାରେ ପଡି ରହିଛି। କିନ୍ତୁ ସବୁ ଦେଖିଲା ପରେ ଅସ୍ତରଙ୍ଗ ପୋଲିସ ଚୁପ। ଅସ୍ତରଙ୍ଗ ବ୍ଲକ ଉଦୟପୁର ଗ୍ରାମର ହରି ପ୍ରଧାନ ଙ୍କ ୨୬ବର୍ଷୀୟ ପ