This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୭ ମୁକ ବଧିର ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ
Raurkela M, Sundargarh | Aug 29, 2024
ସେକ୍ଟର ୭ ମୁକ ବଧିର ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ସେକ୍ଟର ୭ ସ୍ଥିତ ରାଉରକେଲା ସ୍କୁଲ ଫର ଦି ଡିଫ୍ (ମୁକ ବଧିର ବିଦ୍ୟାଳୟ)ରେ ଜାତୀୟ କ୍ରୀଡ଼ା ଦିବସ ଗୁରୁବାର ଦିନ ୧୧ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦେଶର ବରପୁତ୍ର ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ରାଉରକେଲାର ବିଶିଷ୍ଟ ଶିଳ୍ପପତି ତଥା କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସମ୍ପାଦକ ପ୍ରଦୀପ କୁମାର ଦାସ ମୁଖ୍ୟଅତିଥି ତଥା ରାଉରକେଲା ତଥା ଦେଶର ପୂର୍ବତନ କ୍ରୀଡାବିତ ଓ ସେୟାର ନିଦ୍ଦେର୍ଶକ ନିଖିଲ କଳାକାର ପ୍ରଧାନ , ସେୟାରର ସଭାପତି ସମାଜସେବୀ ବିଜୟ କୁମାର ଦାସ,