This browser does not support the video element.
ବୀରମହାରାଜପୁର: କେନ୍ଦୁପାଲି ବିଶ୍ୱଭାରତୀ ତନ୍ତୁବାୟ ସହଯୋଗ ସମିତିରେ ରାଜ୍ୟ ବୟନଶିଳ୍ପ ତରଫରୁ ବୁଣାକାର ଓ ବାନ୍ଧକାର ମାନଙ୍କୁ କରାଗଲା ଉପକରଣ ବିତରଣ
Biramaharajpur, Subarnapur (Sonepur) | Aug 24, 2025
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କେନ୍ଦୁପାଲି ବିଶ୍ଵଭାରତୀ ତନ୍ତୁବାୟ ସହଯୋଗ ସମିତି ଠାରେ ରାଜ୍ୟ ବୟନଶିଳ୍ପ ତରଫରୁ ବୁଣାକାର ଓ ବାନ୍ଧ କାର ମାନଙ୍କୁ ରବିବାର ଆଜି ଅପରାହ୍ନ ପ୍ରାୟ 1ଟା 30ମିନିଟ ପର୍ଯ୍ୟନ୍ତ ବିଭିନ୍ନ ଉପକରଣ ବିତରଣ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୟନ ଶିଳ୍ପ ଉପ ନିର୍ଦ୍ଦେଶକ ତରଫରୁ ଏବଂ ବିଶ୍ଵଭାରତୀ ତନ୍ତୁବାୟ ସହଯୋଗ ସମିତି ସହାୟତାରେ ପଚାଶରୁ ଉର୍ଦ୍ଧ୍ବ ବୁଣାକାର ଓ ବାନ୍ଧ କାର ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଲୁହା ଓ କାଠର ତନ୍ତ, ରଙ୍ଗ କରିବା ପାଇଁ ଷ୍ଟିଲର ଗଞ୍ଜ, ବାଲଟି,ମଗ୍ ,ସୁତା ଓ ରଙ୍ଗ ଓଜନ ପାଇଁ ଓଜନ ମେସିନ, ଗ୍ୟା