Download Now Banner

This browser does not support the video element.

ପଟ୍ଟାଙ୍ଗୀ: ବାଲଡା ନାଗେଶ୍ବରୀ ପର୍ବତରେ ଖଣି ଖନନକୁ ନେଇ ଗ୍ରାମସଭାକୁ ବିରୋଧ କଲେ ନନ୍ଦପୁର ବ୍ଳକ୍ ଚେୟାରମେନ

Pottangi, Koraput | Oct 9, 2025
ପ୍ରଶାସନର ବାଲଡା ନାଗେଶ୍ବରୀ ପର୍ବତରେ ଖଣି ଖନନକୁ ନେଇ ନନ୍ଦପୁର ବ୍ଳକ୍ ଚେୟାରମେନକୁ ପ୍ରଶାସନ ଅବଗତ ନ କରିଥିବାରୁ ଆଜି ଅପରାହ୍ନ ୪ଟା ସମୟରେ ଉକ୍ତ ଗ୍ରାମସଭାକୁ ବିରୋଧ କରିଛନ୍ତି ନନ୍ଦପୁର ବ୍ଳକ୍ ଚେୟାରମେନ। ପ୍ରଶାସନ ଚଞ୍ଚକତା କରି ଗ୍ରାମସଭା କରିବାକୁ ଚାହୁଛି କିନ୍ତୁ ପ୍ରଭାବିତ ଅଞ୍ଚଳ ବାସିନ୍ଦାଙ୍କ କଥା ଶୁଣୁନଥିବା ନନ୍ଦପୁର ଠାରେ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us