Download Now Banner

This browser does not support the video element.

ଫୁଲବାଣୀ ସହର: ମଣ୍ଡାକିଆ ରେ କୃଷକ ସୁରକ୍ଷାମଞ୍ଚ ର ଧାରଣା ଦାବୀ ପୂରଣ ନହେଲେ ଗୁରୁବାର ଠାରୁ ଆମରଣ ଅନଶନ ପାଇଁ ଧମକ

Phulabani Town, Kandhamal | Sep 2, 2025
ମଣ୍ଡାକିଆ ରେ କୃଷକ ସୁରକ୍ଷାମଞ୍ଚ ର ଧାରଣା , ଦାବୀ ପୂରଣ ନହେଲେ ଗୁରୁବାର ଠାରୁ ଆମରଣ ଅନଶନ ପାଇଁ ଧମକ.କନ୍ଧମାଳ ଜିଲ୍ଲା କୣଷି ଓ କୣଷକ ସୁରକ୍ଷା ପରିଷଦ ର ସଦସ୍ୟା ସଦସ୍ୟ ମାନେ ର୍ଦୀଘ ଦିନ ହେଲା ବିଭିନ୍ନ ସମୟରେ ଜିଲ୍ଲା ଅଧିକାରି ମାନଙ୍କୁ ସାକ୍ଷାତ କରି ଆମର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଅନୁରୋଧ କରି ଆସୁଅଛୁ। ଏଥି ସହ ଆମେ କନ୍ଧମାଳ ଜିଲ୍ଲା ପାଳଙ୍କୁ ପତ୍ରମାଧ୍ୟରେ ଅବଗତ କରିଆସୁଅଛୁ ଏବଂ ଜିଲ୍ଲା ପାଳଙ୍କ କାଯ୍ୟାଳୟରେ ଏବଂ ଜିଲ୍ଲା ପାଳଙ୍କ ବିଭିନ୍ନ ବ୍ଲକ ରେ ଆୟୋଜିତ ଜନଶୁଣାଣୀ ରେ ମଧ୍ୟ ଆମର ସମସ୍ୟା ସହ ଅବଗତ କରି ଆସୁଅଛୁ। କିନ୍ତୁ ଦୁଃଖ ଏବଂ ପରିତାପ
Read More News
T & CPrivacy PolicyContact Us